thumbnail

By

Published : Oct 6, 2022, 11:09 PM IST

Updated : Feb 3, 2023, 8:29 PM IST

ETV Bharat / Videos

ଭସାଣି ଉତ୍ସବ, ବାଜା ବଜାଇ ମା'ଙ୍କୁ ବିଦାୟ ଦେଲେ ଜିଲ୍ଲାପାଳ

କଟକ: ଚାଲିଛି ମାଟ ଜଗତଜନନୀଙ୍କ ଭସାଣି ଶୋଭାଯାତ୍ରା (Maa Durga Immersion in Cuttack)। ଏହି ଶୋଭାଯାତ୍ରାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟିନୀ ବାଜା ବଜାଇ ମା'ଙ୍କୁ ମେଲାଣି ଦେଇଛନ୍ତି। ଟ୍ରଲି ଉପରେ ଚଢ଼ି ବାଜା ବଜାଉଥିବା ଦେଖିବାକୁ ମିଳିଛି । ଏହା ଦେଖି ଲୋକଙ୍କ ମନରେ ଉତ୍ସାହ ଭାବ ଜାଗ୍ରତ ହୋଇଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.