thumbnail

By

Published : Nov 16, 2022, 7:07 AM IST

Updated : Feb 3, 2023, 8:32 PM IST

ETV Bharat / Videos

ଜମୁଛି ଭୁବନେଶ୍ବର ବାଲିଯାତ୍ରା, ଝୁମୁଛନ୍ତି ରାଜଧାନୀବାସୀ

ଭୁବନେଶ୍ବର: ସିଲ୍‌ଭର୍‌ ସିଟି କଟକ ଭଳି ରାଜଧାନୀରେ ମଧ୍ୟ ଜମୁଛି ବାଲିଯାତ୍ରା । ଅଷ୍ଟମ ଦିନରେ ଦର୍ଶକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ଭୁବନେଶ୍ବର ବାଲିଯାତ୍ରାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମୁଛନ୍ତି ରାଜଧାନୀବାସୀ ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.