Congress victory: ଶିମଲାରେ ବିଜୟ ଉତ୍ସବ ପାଳିଲେ କଂଗ୍ରେସ କର୍ମୀ, ଦେଖନ୍ତୁ ଭିଡିଓ - ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ
🎬 Watch Now: Feature Video

ହାଇଦ୍ରାବାଦ: ହିମାଚଳ ପ୍ରଦେଶ ନିର୍ବାଚନରେ ସରକାରର ପରିବର୍ତ୍ତନର ପରମ୍ପରା ବଜାୟ ରହିଛି । ବିଜେପିକୁ ପଛରେ ପକାଇ ସରକାର ଗଠନ କରିବାକୁ ଯାଉଛି (Congress victory) କଂଗ୍ରେସ । ରାଜଧାନୀ ଶିମଲାରେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ ଜାରି ରଖିଛନ୍ତି (Congress workers celebrate in Himachal)। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂଙ୍କୁ ନେଇ ମୁଖ୍ଯମନ୍ତ୍ରୀ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:35 PM IST