ଜାତୀୟ କଂଗ୍ରେସ ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡ୍‌ଗେ, ଖୁସିରେ ନାଚିଲେ ସୁର

By

Published : Oct 19, 2022, 10:02 PM IST

Updated : Feb 3, 2023, 8:29 PM IST

thumbnail
ଭୁବନେଶ୍ବର: କଂଗ୍ରେସ ହାଇକମାଣ୍ଡ ଭାବରେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡ୍‌ଗେ । ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଉତ୍ସବର ମାହୋଲ ରହିଛନ୍ତି । କଂଗ୍ରେସ ଭବନରେ ତୁଙ୍ଗ ନେତା ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ବାଜାବାଣରେ କଂଗ୍ରେସ ଭବନ କମ୍ପି ଉଠିଥିଲା । ଖୁସିରେ ବରିଷ୍ଠ ବିଧାୟକ ସୁର ରାଉତରାୟ ନାଚୁଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.