Munugode by election: BJP ଓ TRS କର୍ମୀଙ୍କ ମଧ୍ୟରେ ଉତ୍ତେଜନା, ପୋଲିସ ନାକେଦମ

By

Published : Nov 1, 2022, 6:08 PM IST

Updated : Feb 3, 2023, 8:31 PM IST

thumbnail
ହାଇଦ୍ରାବାଦ: ତେଲେଙ୍ଗାନାରେ ମୁନୁଗୋଡେ ଉପନିର୍ବାଚନ ପୂର୍ବରୁ BJP ଓ TRS କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଆଜି ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଏହାପୂର୍ବରୁ ନାଲଗୋଣ୍ଡାର ମୁନୁଗୋଡେରେ ଉଭୟ BJP ଓ TRS ଜୋରଦାରନ ପ୍ରଚାର କରିଛନ୍ତି । ଏହାରି ମଧ୍ୟରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ । ଉଭୟ ରାଜନୈତିକ ଦଳର କର୍ମୀ ପରସ୍ପର ଉପରକୁ ପଥର ମାଡ଼ କରିଛନ୍ତି । ପୋଲିସକୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେବାକୁ ପଡ଼ିଛି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.