thumbnail

By

Published : Jan 9, 2023, 7:59 AM IST

Updated : Feb 3, 2023, 8:38 PM IST

ETV Bharat / Videos

ହୁତୁହୁତୁ ହୋଇ ଜଳିଗଲା କାର୍

ଯାଜପୁର: ମୁଖ୍ୟ ରାସ୍ତା କମାଗଡ ନିକଟରେ ହୁତୁହୁତୁ ହୋଇ ଜଳିଗଲା ସ୍ୱିଫ୍ଟ ଡିଜାୟାର କାର୍ । ଯାଜପୁର ଟାଉନ ଓ ପାଣିକୋଇଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କମାଗଡ ନିକଟରେ ନିଆଁ ଲାଗି ଜଳିଗଲା ସ୍ୱିଫ୍ଟ ଡିଜାୟାର କାର୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.