ଭୁବନେଶ୍ୱର ଟ୍ରାଫିକରେ ଫସିଲେ ଫ୍ରାନ୍ସ ଖେଳାଳି, ହକି ବିଶ୍ୱକପ ପୂର୍ବରୁ ଟ୍ରାଫିକ ସମସ୍ୟା ଚିନ୍ତା - ଭୁବନେଶ୍ବର ଟ୍ରାଫିକରେ ଫସିଲେ ଫ୍ରାନ୍ସ ଖେଳାଳି

🎬 Watch Now: Feature Video

thumbnail

By

Published : Jan 10, 2023, 9:51 PM IST

Updated : Feb 3, 2023, 8:38 PM IST

ଭୁବନେଶ୍ବର: ସୋମବାର ଟ୍ରାଫିକରେ ଫସିଥିଲା ଫ୍ରାନ୍ସ ଖେଳାଳିଙ୍କ ବସ । ଅଭ୍ୟାସ ସାରି ହୋଟେଲ ଅଭିମୁଖେ ଯିବା ସମୟରେ ନୟାପଲ୍ଲୀ ଓଭରବ୍ରିଜ ଉପରେ ଫସିଲା ବସ୍ । ଜୟଦେବ ବିହାରରୁ ବରମୁଣ୍ଡା ପର୍ଯ୍ୟନ୍ତ ଓଭରବ୍ରିଜ ଜାମ୍ ଥିବା ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଏଥିପାଇଁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଫ୍ରାନ୍ସ ଖେଳାଳିଙ୍କ ବସ ଫସି ରହିଥିବାର ଦେଖିବାକୁ ମିଳିଥିଲା ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.