thumbnail

By

Published : Nov 16, 2022, 6:44 PM IST

Updated : Feb 3, 2023, 8:32 PM IST

ETV Bharat / Videos

Baliyatra2022: କିନ୍ନରଙ୍କୁ ସ୍ୱାବଲମ୍ବୀ କରୁଛି ବାଲିଯାତ୍ରା ,୧୦ଟି ଷ୍ଟଲରେ ଜମୁଛି ଦର୍ଶକଙ୍କ ଭିଡ

କଟକ: ଚାଲିଛି ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାରେ କିନ୍ନରମାନଙ୍କ ରହିଛି ୧୦ ଟି ଷ୍ଟଲ । ବିଭିନ୍ନ ଷ୍ଟଲରେ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରୟ କରୁଛନ୍ତି କିନ୍ନର। ୬ ବର୍ଷ ଧରି ସେମାନେ ବାଲିଯାତ୍ରାରେ ସାମିଲ ହେଉଛନ୍ତି। କରୋନା ପାଇଁ ଗତ ଦୁଇ ବର୍ଷ ବ୍ୟବସାୟ ଠପ ହୋଇଯାଇଥିଲା। ମାତ୍ର ଏଥର ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବା କଟକ ଜିଲ୍ଲା କିନ୍ନର ମହାସଂଘ ସଭାନେତ୍ରୀ ତନୁଶ୍ରୀ ବେହେରା କହିଛନ୍ତି। ତେବେ ଏନେଇ ବାଲିଯାତ୍ରା ପଡିଆରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ... ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.