WATCH VIDEO: ନିଶା ଖାଇ ରାସ୍ତାରେ ଗଡିଲେ ଥାନା ବାବୁ - ନିଶା ଖାଇ ରାସ୍ତାରେ ଗଡିଲେ ଥାନା ବାବୁ

🎬 Watch Now: Feature Video

thumbnail

By

Published : Dec 20, 2022, 8:56 PM IST

Updated : Feb 3, 2023, 8:36 PM IST

ଅମରାବତୀ: ଲୋକଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ । ହେଲେ ଏଠାରେ ଲୋକଙ୍କୁ ସୁରକ୍ଷା ଦେବା ତ ଦୂରର କଥା ନିଜେ ସଳଖି ଠିଆ ହୋଇପାରୁ ନାହାନ୍ତି ଥାନା ବାବୁ । ମଦ ପିଇ ହୋଇଛନ୍ତି ମାତାଲ । ଆଉ ରାସ୍ତା ଉପରେ ଗଡୁଥିବା ଦେଖିବାକୁ ମିଳିଛି ( ASI in khaki clothes drunk and falling on the road in Kurnool) । ୟୁନିଫର୍ମରେ ଥାଇ ମଧ୍ୟ ନିଶାଦ୍ରବ୍ୟ ପାନ କରିଥିବା ଏଭଳି ମଦ୍ୟପ ପୋଲିସ କର୍ମଚାରୀଙ୍କୁ ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଦେଖିବାକୁ ମିଳିଛି । ଏ ନେଇ ଖବର ପାଇବା ପରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏଏସଆଇଙ୍କୁ ଉଦ୍ଧାର କରିଛି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.