ଜନତାଙ୍କ ଠାରୁ ଟଙ୍କାଏ ଲେଖାଏଁ ସଂଗ୍ରହ କରୁଛନ୍ତି AAP ପ୍ରାର୍ଥୀ - ଗୁଜୁରାଟ ବିଧାନସଭା ନିର୍ବାଚନ

🎬 Watch Now: Feature Video

thumbnail

By

Published : Nov 16, 2022, 10:51 PM IST

Updated : Feb 3, 2023, 8:32 PM IST

ଗାନ୍ଧୀନଗର: ଲୋକଙ୍କ ଠାରୁ ଟଙ୍କାଏ ଲେଖାଏଁ ମାଗି ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି ଜଣେ ବିଧାୟକ ପ୍ରାର୍ଥୀ (AAP candidate asked for 1 rupee)। ଏପରି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟରେ । ଗୁଜୁରାଟ ବିଧାନସଭା ନିର୍ବାଚନରେ ଭଦୋଦରର ସାୟାଜିଗଞ୍ଜ ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଥିବା ଆମ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ସ୍ବେଜଲ ବ୍ୟାସଙ୍କ କିଛି ଏପରି କାର୍ଯ୍ୟ ଏବେ ଚର୍ଚ୍ଚାକୁ ଆସିଛି (Gujarat Assembly Election news)। ନାମାଙ୍କନ ପତ୍ର ଦାଖଲ ସମୟରେ ଲୋକଙ୍କ ଠାରୁ ସଂଗୃହିତ 10 ହଜାର ଟଙ୍କା ଧରି ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଧାୟକ ପ୍ରାର୍ଥୀ ସ୍ବେଜଲ ବ୍ୟାସ । ସାଧାରଣ ଜନତାଙ୍କ ଠାରୁ ଶ୍ରଦ୍ଧା, ବିଶ୍ୱାସ ଏବଂ ଆଶୀର୍ବାଦର ପ୍ରତୀକ ଭାବେ ତାଙ୍କୁ ଏକ ଟଙ୍କା ଲେଖାଏଁ ମିଳିଥିବା ମଧ୍ୟ କୁହ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.