thumbnail

By

Published : Dec 18, 2022, 8:26 PM IST

Updated : Feb 3, 2023, 8:36 PM IST

ETV Bharat / Videos

୩ ଶିଶୁଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର, ସାମ୍ନାକୁ ଆସିଲା ଦୁର୍ଘଟଣାର ସିସିଟିଭି ଫୁଟେଜ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗୁଲାବି ବାଗ ଅଞ୍ଚଳରେ ରବିବାର ସକାଳେ ଘଟିଛି ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା କାରଟି ୩ ଜଣ ଶିଶୁଙ୍କୁ ଧକ୍କା ଦେଇଥିବା ବେଳେ(Speeding car hits 3 children in Gulabi Bagh area ) ସେମାନଙ୍କ ମଧ୍ୟରୁ ୨ ଜଣ ଆହତ ଓ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଏ ନେଇ ଦିଲ୍ଲୀ ପୋଲିସ (Delhi Police) ସୂଚନା ଦେଇଥିବା ବେଳେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.