thumbnail

Vote Counting: ସୁନ୍ଦରଗଡ଼ରେ ସୁରୁଖୁରୁରେ ଚାଲିଛି ଭୋଟ ଗଣତି

By

Published : Mar 26, 2022, 11:35 AM IST

Updated : Feb 3, 2023, 8:20 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବିରମିତ୍ରପୁର ପୋୖର ପରିଷଦରେ ଭୋଟ ଗଣନା ଆରମ୍ଭ ହୋଇଛି । ଏଠାରେ ସୁରୁଖୁରୁରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି କେନ୍ଦ୍ରଗୁଡ଼ିକୁ ତ୍ରିସ୍ତରୀୟ ବଳୟ ସୁରକ୍ଷା ପ୍ରଦାନ କରାଯାଇଛି । କୌଣସି ବିଶୃଙ୍ଖଳା ଯେଭଳି ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛି ସୁନ୍ଦରଗଡ଼ ପ୍ରଶାସନ। ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.