thumbnail

By

Published : Mar 26, 2022, 10:33 AM IST

Updated : Feb 3, 2023, 8:20 PM IST

ETV Bharat / Videos

Vote Counting: ଗଞ୍ଜାମ ସହରାଞ୍ଚଳରେ ଭୋଟ ଗଣତି ଜାରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଜାରି ରହିଛି ଭୋଟ ଗଣତି । ଏନେଇ ବ୍ରହ୍ମପୁର ମହାନଗର ନିଗମରେ ୧୦ ଲେଖାଏଁ ଟେବୁଲ ହୋଇଛି । ସେପଟେ NAC ଗୁଡ଼ିକରେ ଦୁଇଟି ଲେଖାଏଁ ଟେବୁଲ କରାଯାଇଛି । ତା ସହିତ ଭୋଟ ଗଣତି କେନ୍ଦ୍ରରେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ସମୟସୀମା ମଧ୍ୟରେ ଭୋଟ ଗଣତି ଶେଷ କରିବାକୁ ପ୍ରୟାସ ଜାରି ରହିଛି। ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.