ତାଳଚେର ପୌର ପରିଷଦ ଦଖଲ ପାଇଁ ବିଜେଡିର ପ୍ରଚାର ମଙ୍ଗ ଧରିଲେ ବିଧାୟକ - ପୌର ନିର୍ବାଚନ ଖବର ଅନୁଗୋଳ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14761785-thumbnail-3x2-ads.jpg)
ଅନୁଗୋଳ: ପାଖେଇ ଆସୁଛି ପୋୖର ନିର୍ବାଚନ ତାରିଖ । ଜମିବାରେ ଲାଗିଛି ପ୍ରଚାର । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ପ୍ରାର୍ଥୀ ଓ ଦଳୀୟ କର୍ମୀ । ଚଳିତ ଥର ତାଳଚେରରେ ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ବ୍ରଜ କିଶୋର ପ୍ରଧାନ । ଆଜି ଅନୁଗୋଳ ଜିଲ୍ଲା ତାଳଚେର ପୌରାଞ୍ଚଳରେ ଶାସକ ବିଜେଡ଼ି ପ୍ରଚାରକୁ ଜୋର କରିଛି । ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST