ପାଟଣାଗଡ ହତ୍ୟା ଘଟଣା, ପୁଣି 2 ଜଣ ଅଟକ - ପରିବାରର 6 ଜଣଙ୍କୁ ହତ୍ୟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9542614-thumbnail-3x2-murder.jpg)
ବଲାଙ୍ଗୀର : ପାଟଣାଗଡ ପରିବାରର 6 ଜଣଙ୍କୁ ହତ୍ୟା ଘଟଣା । ଚାଞ୍ଚଲ୍ୟକର ହତ୍ୟାକାଣ୍ଡକୁ 3 ଦିନ ବିତିଥିଲେ ମଧ୍ୟ ପୋଲିସ କୌଣସି ଠୋସ ପଦକ୍ଷେପ ନେଇପାରିନାହିଁ । କିମ୍ବା ଏଯାଏ ପର୍ଦ୍ଦାଫାସ ମଧ୍ୟ କରି ପାରିନାହିଁ । ଏହି ଘଟଣାରେ ଗୁରୁବାର 2 ଜଣକୁ ଅଟକ ରଖି ପଚାର କରିଛି ପୋଲିସ । ପୂର୍ବରୁ 2 ଜଣକୁ ପଚରା ଉଚରା କରିସାରିଛି ।