କିରୋସିନ ଚୋରା ଚାଲାଣ ମାମଲାରେ ଦୁଇ ଭାଇ ଗିରଫ - ପୁରୀରେ ବେଆଇନ କିରାସିନ ବିକ୍ରି

🎬 Watch Now: Feature Video

thumbnail

By

Published : Nov 10, 2020, 3:44 PM IST

ପୁରୀ: ବେଆଇନ କିରୋସିନ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଦୁଇ ଭାଇ । ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ କିରୋସିନ ଚୋରା ଚାଲାଣ ମାମଲାରେ ରାଜକିଶୋର ସ୍ବାଇଁ ଓ ରମେଶ ଚନ୍ଦ୍ର ସ୍ବାଇଁ ନାମକ ଦୁଇ ଭାଇଙ୍କୁ ସୋମବାର ପୋଲିସ ଗିରଫ କରିଛି । ସେମାନେ ସ୍ଥାନୀୟ ସୁନାରିବସ୍ତା ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ପାଖରୁ ଏକ ହଜାର ଲିଟର କିରୋସିନ ଜବତ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.