କୋରୋନା ଭୟରେ ଫସିଲେ ଦେହ ଦଲାଲ, ବିହାର ଚାଲାଣ ବେଳେ 5 ଉଦ୍ଧାର - କୋରୋନା ଭୟରେ ଫସିଲେ ଦେହ ଦଲାଲ
🎬 Watch Now: Feature Video

ଭୁବନେଶ୍ବର: କୋରୋନା ଭୟରେ ଫସିଲେ ଦେହ ଦଲାଲ । ଭୁବନେଶ୍ବରରେ ହୋଟେଲ ଓ ମଲ୍ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ବେପାର ମାନ୍ଦା ଭୟରେ ଯୁବତୀ ଚାଲାଣ କରୁଥିଲେ ଦେହ ଦଲାଲ । ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ୫ ଜଣ ଯୁବତୀଙ୍କୁ ବିହାର ଚାଲାଣ ପାଇଁ ଉଦ୍ୟମ ବେଳେ ଧରାପଡିଲେ ଏସଟିଏଫ ହାତରେ ।