ପିଲାକଳିରୁ ଘଟିଲା ହତ୍ୟାକାଣ୍ଡ, ଜଣେ ଗିରଫ - ଫୁଲବାଣୀ ପିଅନ ପଡ଼ାରେ ହତ୍ୟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5619440-920-5619440-1578331941983.jpg)
ଫୁଲବାଣୀ : ଛୋଟ ଛୁଆଙ୍କ କଳିରୁ ଗଣ୍ଡଗୋଳ, ମାରପିଟ ସହ ଧସ୍ତାଧସ୍ତି ଓ ପରେ ହତ୍ୟା। ଏପରି ଘଟଣା ଘଟିଛି ଫୁଲବାଣୀ ପିଅନ ପଡ଼ାରେ । ରବିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଅଭିଯୁକ୍ତ କାଳିଚରଣ ସାହୁକୁ ଓରଫ କାଳିଆକୁ ଗିରଫ କରିଛି ପୋଲିସ।
Last Updated : Jan 6, 2020, 11:38 PM IST