ମୋ ପାଇଁ ପାର୍ଲାମେଣ୍ଟ ନୁହେଁ ମାଟି ଆଗ: ସୁବାଷ ସିଂହ

By

Published : Mar 5, 2022, 9:15 PM IST

Updated : Feb 3, 2023, 8:18 PM IST

thumbnail

କଟକ: କଟକ ମହାନଗର ନିଗମ ନିର୍ବାଚନ ପାଇଁ ବିଜେଡିର ମେୟର ପାର୍ଥୀ ହୋଇଛନ୍ତି ରାଜ୍ୟ ସଭା ସାଂସଦ ସୁବାଷ ସିଂହ । ଏନେଇ ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ତାଙ୍କ ନାମ ଘୋଷଣା କରିଛନ୍ତି । ତେବେ କିପରି ରହିବ ରଣନୀତି ? ମେୟର ପାଇଁ କରାଯାଉଥିବା ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡି କେତେ ସଫଳ ହେବ ? ସେ ନେଇ ତାଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.