ଟ୍ରମ୍ପଙ୍କ ବିଦାୟୀ ସମ୍ବୋଧନ, ସଂଘର୍ଷ ଜାରି ରଖିବାକୁ ଦେଲେ ପ୍ରତିଶୃତି - ହ୍ବାଇଟହାଉସ
🎬 Watch Now: Feature Video

ୱାଶିଂଟନ: ଅନେକ ବାଦ ବିବାଦ ପରେ ହ୍ବାଇଟହାଉସରୁ ବିଦାୟ ନେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟହାଉସରୁ ବିଦାୟ ନେବା ପୂର୍ବରୁ ତାଙ୍କୁ ଶେଷଥର ପାଇଁ ଗାର୍ଡ ଅଫ ଅନର ଦିଆଯାଇଛି । ହ୍ବାଇଟହାଉସରୁ ବାହାରିବା ପରେ ବିଦାୟୀ ଭାଷଣ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ନିଜ ସମ୍ବୋଧନରେ ଟ୍ରମ୍ପ କହିଛନ୍ତି, ମୋ କାର୍ଯ୍ୟକାଳ ମୋ ପାଇଁ ବେଶ ଖାସ ରହିଲା । ତେବେ ୱାଶିଟନ ଏୟାରପୋର୍ଟରେ ସେ ବନ୍ଧୁ ପରିଜନଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି ।