ଅନ୍ତର୍ଜାତୀୟ ପର୍ଯ୍ୟଟନ ଆରମ୍ଭ କରିବା ନିମନ୍ତେ କୌଣସି ସମୟ ସୀମା ନାହିଁ, ପର୍ଯ୍ୟଟକଙ୍କ ଖର୍ଚ୍ଚ ଅଧିକ ହେବ: ବିଶେଷଜ୍ଞ - ଥାଇଲ୍ୟାଣ୍ଡର ପର୍ଯ୍ୟଟନ ପ୍ରାଧିକରଣର ନିର୍ଦ୍ଦେଶକ ଭାଲିଚାଇ ସାଇରିସୁମ୍ପାନ

🎬 Watch Now: Feature Video

thumbnail

By

Published : Jul 31, 2020, 7:52 PM IST

ଭାରତ-ମାଳଦ୍ବୀପ ମଧ୍ୟରେ ସୀମିତ ସଂଖ୍ୟକ ବିମାନ ଚଳାଚଳ ପାଇଁ ଆକାଶ ପଥ ଚୁକ୍ତି ସମ୍ଭାବନା ଥିବା କହିଛନ୍ତି ଭାରତୀୟ ରାଷ୍ଟ୍ରଦୂତ । ମହାମାରୀ ସମୟରେ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନକୁ ନେଇ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ସ୍ବାତନ୍ତ୍ର ଆଲୋଚନାରେ ଜର୍ମାନୀରେ ଭାରତର ଦୂତାବାସ ମୁଖପାତ୍ର ହାନ୍ସ ଖ୍ରୀଷ୍ଟିଆନ ୱିଙ୍କଲର, ମାଲେରୁ ଭାରତୀୟ ଉଚ୍ଚାୟୁକ୍ତ ସଞ୍ଜୟ ସୁଧୀର ଏବଂ ଥାଇଲ୍ୟାଣ୍ଡର ପର୍ଯ୍ୟଟନ ପ୍ରାଧିକରଣର ନିର୍ଦ୍ଦେଶକ ଭାଲିଚାଇ ସାଇରିସୁମ୍ପାନ । ଦେଖନ୍ତୁ ଏକ୍ସକ୍ଲ୍ୟୁସିଭ ଆଲେଚନା...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.