ପୁରୀରେ ଜୀବିକା ହରାଇଲେ ଫୋଟୋଗ୍ରାଫର - ଜୀବିକା ହରାଇଲେ ଫୋଟୋଗ୍ରାଫର

🎬 Watch Now: Feature Video

thumbnail

By

Published : Apr 22, 2020, 6:12 PM IST

ପୁରୀ: ଲକଡାଉନ ଯୋଗୁ ଅନେକ ଲୋକଙ୍କ ଜୀବନ ଜୀବିକା ଏବେ ଲକ ହୋଇଯାଇଛି । ଯାହାଫଳରେ ଅନେକ ଲୋକଙ୍କୁ ଘର ଚଳାଇବା ଏବେ ଘୋର ସମସ୍ୟା ପାଲଟିଛି । ଫୋଟୋଗ୍ରାଫର ମାନେ ମଧ୍ୟ ଲକଡାଉନ ଯୋଗୁ ଜୀବିକା ହରାଇଛନ୍ତି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.