BJD-କଂଗ୍ରେସ ମିଳିମିଶି ଷଡଯନ୍ତ୍ର କରୁଛନ୍ତି: କୁସୁମ ଟେଟେ

By

Published : Sep 4, 2021, 4:33 PM IST

Updated : Sep 4, 2021, 5:18 PM IST

thumbnail
ଭୁବନେଶ୍ବର: ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ବିଧାନସଭାରେ ବାଚସ୍ପତି ବିଜେପି ଦଳକୁ ଉପେକ୍ଷା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘରକୁ ରାଜ୍ୟ ସରକାର ନିଜ ନାମରେ କରି ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁସୁମ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ
Last Updated : Sep 4, 2021, 5:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.