ଲ୍ୟାଣ୍ଡଫଲ ପୂର୍ବରୁ ଧାମରାରେ ତାଣ୍ଡବ ରଚୁଛି ୟସ - ବାତ୍ୟା
🎬 Watch Now: Feature Video
ଭଦ୍ରକ: ଆରମ୍ଭ ହୋଇଗଲାଣି ବାତ୍ୟା ୟସର ପ୍ରଭାବ । ସ୍ଥଳଭାଗ ପାଖକୁ ଯେତେ ପାଖଉଛି ପବନର ବେଗ ସେତେ ବଢୁଛି । ଭଦ୍ରକର ଧାମରାରେ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା ଓ ପବନ । ଧାମରାରୁ 40କିମି ଦୂରରେ ରହିଛି ୟସ । 6 ଘଣ୍ଚା ଧରି ଘଣ୍ଟାପ୍ରତି 15 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ୟସ । ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।