'ଭଦ୍ରକ ମଦମୃତ୍ୟୁରେ ରହିଛି ଶାସକ ଦଳର ସମ୍ପୃକ୍ତି' - party
🎬 Watch Now: Feature Video
ଭଦ୍ରକ ଜିଲ୍ଲା ମଦମୃତ୍ୟୁରେ ଶାସକ ଦଳର ସମ୍ପୃକ୍ତିକୁ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ । ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପିରହାଟ ଠାରେ ଶାସକ ବିଜୁ ଜନତା ଦଳ ଦ୍ବାରା ବଣ୍ଟା ଯାଇଥିବା ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି ।