ଶ୍ରୀମନ୍ଦିର ଦ୍ବାରଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ - mangala alati
🎬 Watch Now: Feature Video

ପୁରୀ:ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ସବୁଦିନ ପରି ବଡି ଭୋରୁ ଶ୍ରୀମନ୍ଦିର ଦ୍ବାର ଫିଟା ଓ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ସେବାୟତ ଓ ବଡପଣ୍ଡାମାନେ ସକାଳୁ ରୀତିନୀତି ସହ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା ଶଙ୍ଖ ଓ ହୁଳହୁଳିରେ ପୁରି ଉଠୁଛି ସିଂହଦ୍ବାର । ଏହି ଆଳତୀ ଦର୍ଶନ ଅତିବ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।