ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳଆଳତୀ - mangala alati
🎬 Watch Now: Feature Video

ପୁରୀ: ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଜଗତର ନାଥ ଜଗନ୍ନାଥଙ୍କ ନୀତିକାନ୍ତି । ଶ୍ରୀମନ୍ଦିର ଦ୍ବାର ଫିଟା ପରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରିଛନ୍ତି ସେବାୟତ ଓ ପଣ୍ଡା । ଘଣ୍ଟଘଣ୍ଟି, ହୁଳହୁଳି ସହ ମନ୍ଦିର ଦ୍ବାର ଫିଟା ଯିବା ପରେ ପ୍ରଭୁଙ୍କ ପୂଜା ଆରଧନା କରାଯାଇଛି । ଏହି ଆଳତୀ ଦର୍ଶନ ଅତିବ ମନମୁଗ୍ଧକର। ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।