ଓଡିଶାରେ କମୁଛି ମାଓ ପ୍ରଭାବ: ପୋଲିସ ଡିଜି - shi abhaya

🎬 Watch Now: Feature Video

thumbnail

By

Published : Oct 21, 2020, 12:48 PM IST

କଟକ: ରାଜ୍ୟରେ କମୁଛି ମାଓ ହିଂସା। ପୂର୍ବ ତୁଳନାରେ ସେମାନଙ୍କ ପ୍ରଭାବ ମଧ୍ୟ କମୁଛି। ଗତ ସେପ୍ଟେମ୍ବରରେ ୨ ଜଣ ପୋଲିସ କର୍ମଚାରୀ ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି। ତେବେ ୫ଟି ଜିଲ୍ଲାକୁ ମାଓ ମୁକ୍ତ ଅଞ୍ଚଳ ଘୋଷଣା କରିବାକୁ ଭାରତ ସରକାରଙ୍କୁ ପ୍ରସ୍ଥାବ ଦିଆଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.