ସମୁଦ୍ରକୂଳରେ ଅମାନିଆଙ୍କୁ ଗୋଡ଼ାଇଲା ପୋଲିସ, ଦେଖନ୍ତୁ ଭିଡିଓ...

🎬 Watch Now: Feature Video

thumbnail

By

Published : May 25, 2021, 8:17 PM IST

ବାଲେଶ୍ବର: ବାତ୍ୟା 'ୟସ' ପାଇଁ ବାଲେଶ୍ଵରରେ ପବନ ଓ ବର୍ଷା ଲାଗି ରହିଛି । ଚାନ୍ଦିପୁର ସମୁଦ୍ରରେ ମଧ୍ୟ ଜୁଆର ପାଖକୁ ମାଡି ଆସିଲାଣି । ଏହି ପରିପ୍ରେକ୍ଷୀରେ ଚାନ୍ଦିପୁର ସମୁଦ୍ରକୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମୁଦ୍ର ଅଶାନ୍ତ ହେଉଥିବାବେଳେ ଲୋକଙ୍କ ଏମିତି ଭିଡ଼ ବିପଦର ଆଶଙ୍କା କରାଯାଉଛି । ତେବେ ଏହା ବିରୋଧରେ ପୋଲିସ ନେଇଛି ପଦକ୍ଷେପ । ସମୁଦ୍ର କୂଳରେ ଅଯଥାରେ ବୁଲୁଥିବା ଲୋକମାନଙ୍କୁ ପୋଲିସ ଘଉଡ଼ାଇଛି। ତେବେ ଦେଖନ୍ତୁ ପୋଲିସ ଘଉଡାଇବା ସମୟର ଭିଡ଼ିଓ... ବାଲେଶ୍ବରରୁ ଜୀବନ ଜ୍ୟାେତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.