ତାତିରୁ ତ୍ରାହି ଦେଉଛି ଯାଜପୁରର ଦେଶୀ ତରଭୁଜ - hot

🎬 Watch Now: Feature Video

thumbnail

By

Published : May 14, 2019, 7:33 PM IST

ଯାଜପୁର: ଧୁ ଧୁ ଖରାକୁ ନାଲି ଟକ ଟକ ମିଠା ତରଭୁଜ । ଆହାଃ ... କି ଶାନ୍ତି ।  ଗଛ ଛାଇରେ ବସି 2/4ଖଣ୍ଡ ଖାଇଦେଲେ ମନ ଖୁସି ହୋଇଯାଏ । ଦିପ୍ରହରରର ଗରମ ଭୋକ ସବୁ ମେଣ୍ଟିଯାଏ । ଦୂରେଇଯାଏ  ଥକାପଣ ।ଏଥିପାଇଁ ତ ଯାଜପୁର ଦେଇ ଯାଇଥିବା  ୧୬ ନଂ ଜାତୀୟ ରାଜପଥ କଡ ତରଭୁଜ ଦୋକାନରେ ଜମୁଛି ବାଟୋଇଙ୍କ ଭିଡ । ଗନ୍ତବ୍ୟ ସ୍ତଳକୁ ଯିବା ପୂର୍ବରୁ ମୁଡ ହୁଏ ଟିକେ ଯାଜପୁରର ଏଇ ଦେଶୀ ତରଭୁଜ ଖାଇବାକୁ । ନିଜେ ଖାଇବା ସହ ପରିବାର ଲାଗି ମଧ୍ୟ ବୋହିନିଅନ୍ତି ଯାତ୍ରୀ ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.