ସେନା କ୍ୟାମ୍ପରେ Lohri ପାଳିଲେ ଯବାନ, ଦେଖନ୍ତୁ ଭିଡିଓ - ଲୋହରୀ ପାଳିଲେ ଯବାନ
🎬 Watch Now: Feature Video
ଶ୍ରୀନଗର: ଉତ୍ତର ଭାରତର ପ୍ରସିଦ୍ଧ ପର୍ବ ଲୋହରୀ ପାଳୁଛି ଦେଶ । ଶ୍ରୀନଗରରେ ମଧ୍ୟ ସେନା କ୍ୟାମ୍ପରେ ଲୋହରୀ ପାଳିଲେ BSF ଯବାନ । ଲୋହରୀ ଶୁଭେଚ୍ଛା ସହ ଭାରତ ମାତା କି ଜୟ ନାରାରେ କମ୍ପିଲା ସମଗ୍ର ଅଞ୍ଚଳ । ଦେଖନ୍ତୁ ଭିଡିଓ