ଲେହ ଏୟାରବେସରେ ଉଡିଲା ଚିନୁକ ହେଲିକପ୍ଟର - ଲେହ ଏୟାରବେସରେ ଉଡିଲା ଚିନୁକ ହେଲିକପ୍ଟର
🎬 Watch Now: Feature Video

ଲେହ: ଭାରତ ଓ ଚୀନ ମଧ୍ୟରେ ତୁ ତୁ ମେଁ ମେଁ ଥମିବାର ନାଁ ଧରୁନି। ତିକ୍ତତା ଚରମ ସୀମାରେ ପହଁଞ୍ଚୁଥିବା ବେଳେ ବାରମ୍ବାର ଡକାଯାଉଛି କମାଣ୍ଡର ସ୍ତରୀୟ ବୈଠକ । ଚୀନ ତାର ଚାଲାକି ଛାଡିବାକୁ ନଛୋଡବନ୍ଧା ହୋଇଥିବା ବେଳେ ଜବାବ ଦେବାକୁ ପଣ କରିନେଇଛି ଭାରତ । ଆଜି ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟର ଲଦାଖର ଲେହ ଏୟାରବେସରେ ଉଡିଥିବା ଦେଖିବାକୁ ମିଳିଛି । LOC ରୁ LAC ଚିନୁକ୍ ହେଲିକପ୍ଟର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।