ମହାପ୍ରଭୁଙ୍କ ହାତୀ ବେଶ ପଛର ରହସ୍ୟ... - ହାତୀ ବେଶ

🎬 Watch Now: Feature Video

thumbnail

By

Published : Jun 5, 2020, 10:14 AM IST

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବ୍ରହ୍ମଦାରୁ ଭଗବାନ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପହଣ୍ଡି ବିଜେରେ ସ୍ନାନବେଦୀ ଉପରେ ବିରାଜମାନ କରିଥାନ୍ତି । 108 ସୁବାସିତ ଜଳରେ ସ୍ନାନ ପରେ ବେଦୀ ଉପରେ ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀଜଗନ୍ନାଥଙ୍କ କେଉଁ କାରଣରୁ ଶ୍ରୀଗଣପତିଙ୍କ ବେଶରେ ସଜ୍ଜିତ ହୁଅନ୍ତି। ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ନନାଭ ତ୍ରିପାଠୀଙ୍କ ଜଗାର ଗଜାନନ ବେଶ ପଛରେ ଭକ୍ତର ଭାବକୁ ନେଇ ଏକ ସୁନ୍ଦର ତଥା ରୋଚକ କାହାଣୀ ଶୁଣନ୍ତୁ। ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.