ସ୍ମାର୍ଟ ସିଟିରୁ ସୁଇମିଂ ସିଟି ପାଲଟିଲା ପାଟନା - ବିହା ବନ୍ୟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4595040-thumbnail-3x2-bihar.jpg)
ପାଟନା: ସ୍ମାର୍ଟ ସିଟିରୁ ସୁଇମିଂ ସିଟି ପାଲଟିଛି ବିହାରର ରାଜଧାନୀ ପାଟନା । ବିହାରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତା ଉପରେ ସମୁଦ୍ର ଭଳି ଲହଡି ମାରୁଥିବା ବେଳେ ପ୍ରତି ଗଳି କନ୍ଦିରେ 5-6 ଫୁଟ ଉଚ୍ଚର ପାଣି ଜମି ରହିଛି । ହସ୍ପିଟାଲର ବିଭିନ୍ନ ବିଭାଗରେ ପାଣି ପଶିଯାଇଛି । ସେପଟେ ରୋଗୀ ହସ୍ପିଟାଲ ବେଡରେ ଶୋଇଥିବାବେଳେ ତଳେ ପାଣି ଭରି ରହିଛି।