thumbnail

By

Published : Jan 26, 2022, 8:06 PM IST

ETV Bharat / Videos

ଗାଁରୁ WHO ଯାତ୍ରା, ଯେଉଁଥିପାଇଁ ମିଳିଲା ପଦ୍ମଶ୍ରୀ

ଭୁବନେଶ୍ବର: ୨୦୨୨ ବର୍ଷ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶାର ୬ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ସେମାନଙ୍କ ମଧ୍ୟରେ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ନିଜର କାର୍ଯ୍ୟ ପାଇଁ ଆଦିତ୍ୟ ପ୍ରସାଦ ଦାସଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। କଠୋର ଅଧ୍ୟବସାୟ ଓ ପରିଶ୍ରମ ସଫଳତା ଆଣିଥାଏ। ତାହା ଯୁବବର୍ଗଙ୍କୁ ଜାରି ରଖିବା ଦରକାର ବୋଲି ବୈଜ୍ଞାନିକ ଡକ୍ଟର ଆଦିତ୍ୟ ପ୍ରସାଦ ଦାସ କହିଛନ୍ତି । ତେବେ ତାଙ୍କର ବୈଜ୍ଞାନିକ କ୍ଷେତ୍ରର କାର୍ଯ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହିତ କାର୍ଯ୍ୟ ଏବଂ ତାଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ ଅଧିକ ଆଲୋଚନା କରିଛନ୍ତି ଭୁବନେଶ୍ବରରୁ ଇଟିଭି ଭାରତ ପ୍ରତିନିଧି ଦେବସ୍ମିତା ରାଉତ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.