thumbnail

By

Published : Aug 1, 2021, 5:55 PM IST

Updated : Aug 1, 2021, 6:17 PM IST

ETV Bharat / Videos

‘ସଂକୀର୍ଣ୍ଣ ଦୃଷ୍ଟିକୋଣ ଯୋଗୁଁ ରାଜ୍ୟରେ ହାରୁଛି ବିଜେପି’

ଭୁବନେଶ୍ବର: ପୁରୀ ସହର ଦେଶର ପ୍ରଥମ ସହର ଭାବରେ ସମସ୍ତଙ୍କୁ ଯୋଗାଇବ ସ୍ବଚ୍ଛ ଟ୍ୟାପ ପାଣି । ଏହାକୁ ପୁରୀ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବପର ହୋଇଛି ବୋଲି କହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଠାରୁ ଭରପୁର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ନିଜେ ସ୍ବୀକାର କରିଛନ୍ତି ପୁରୀ ସାଂସଦ। ଏହା ସହ ନିଜ ସଂସଦୀୟ ଅନୁଭୂତି, ପୁରୀରେ ବିମାନବନ୍ଦର, ବଗଲା ଧର୍ମଶାଳା ପ୍ରସଙ୍ଗ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିଏମ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଇଟିଭି ଭାରତ ଡିଜିଟାଲ ଡାଏଲଗରେ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର... ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଓଡିଶା)
Last Updated : Aug 1, 2021, 6:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.