କୋରୋନା କଟକଣାକୁ ଫୁ: ବାଙ୍କେ ବିହାରୀ ମନ୍ଦିରରେ ପ୍ରବଳ ଭିଡ - Banke Bihari Temple
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11201166-thumbnail-3x2-op.jpg)
ଲକ୍ଷ୍ନୌ: କୋରୋନା କଟକଣାକୁ ଫୁ । ଉତ୍ତରପ୍ରଦେଶର ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରରେ ହୋଲି ଖେଳିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଏତେ ଭିଡ ହୋଇଛି ଯେ ସୋରିଷ ପକାଇବାକୁ ଜାଗା ନାହିଁ । ବହୁତ ସଂଖ୍ୟାରେ ଲୋକ ଜମା ହେବା ସହିତ ରଙ୍ଗ ଖେଳିଛନ୍ତି ।