ଲକ୍ଡାଉନ୍ ପରେ ବଦଳିଛି ଚିତ୍ର; ଟିଭିରେ ଚାଲିଛି ପୂଜାର୍ଚ୍ଚନା - CRORNA EFFECT
🎬 Watch Now: Feature Video

ମୁମ୍ବାଇ: ଲକ୍ଡାଉନ୍ ସମୟରେ ଦେଶର ଚିତ୍ର ଏବେ ପୁରା ବଦଳିଯାଇଛି । ନିଆରା ଢଙ୍ଗରେ ନିଜ ଦୈନନ୍ଦିନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଯେଉଁ ମନ୍ଦିର ବାହାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଥିଲା ସେଠି ଲୋକେ ଏବେ ଟିଭି ସାହାଯ୍ୟରେ ମା' ଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ମୁମ୍ବାଇରେ । ଟିଭିରେ ମା' ମୁମ୍ବାଦେବୀଙ୍କ ଆଳତୀ ଦେଖିବାକୁ ଛିଡା ହୋଇଛନ୍ତି ଭକ୍ତ ।
@ANI