thumbnail

ମିଳୁନି ଅଙ୍ଗନବାଡି ଗୃହ, ବାର ଦୁଆରେ ବୁଲୁଛନ୍ତି ପିଲାଏ

By

Published : Aug 10, 2019, 11:36 PM IST

ନୂଆପଡା: ଉଭୟ ଶିଶୁ ଓ ମାଆଙ୍କ ବିକାଶ, ମୃତ୍ୟୁହାର ରୋକିବା ଓ ସେମାନଙ୍କୁ ସଚେତନ କରାଇବାରେ ଅଙ୍ଗନବାଡି କେନ୍ଦ୍ରର ରହିଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ହେଲେ ନୂଆପଡା, ଖଡିଆଳ ବ୍ଲକ ଅଧିନସ୍ଥ  ଖଇରଭାଡି ଗାଁରେ ଦେଖିବାକୁ ମିଳିଛି ଅବହେଳିତ ବିକାଶର ନଗ୍ନଚିତ୍ର । ଏଠାରେ ନବନିର୍ମିତ ଅବସ୍ଥାରେ ପଡି ରହିଛି ଅଙ୍ଗନବାଡି କେନ୍ଦ୍ର । ହେଲେ ଘର ଥାଉ ଥାଉ ବିପଜ୍ଜନକ ଅବସ୍ଥାରେ ଅନ୍ୟତ୍ର ପାଠ ପଢୁଛନ୍ତି କୁନି କୁନି ଶିଶୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.