ତୃତୀୟ ଲହରରେ ପିଲାଙ୍କୁ କୋରୋନା ସଂକ୍ରମଣ ! କ'ଣ କହୁଛନ୍ତି ବିଶେଷଜ୍ଞ - corona pandemic

🎬 Watch Now: Feature Video

thumbnail

By

Published : Jun 9, 2021, 7:29 PM IST

ଭୁବନେଶ୍ବର: ମହାମାରୀ କୋରୋନାର ପ୍ରଥମ ଲହର ଅପେକ୍ଷା ଦେଶରେ କୋରୋନାର ଦ୍ବିତୀୟ ଲହର ଦ୍ବାରା ଲୋକେ ଅତ୍ୟଧିକ ଆକ୍ରାନ୍ତ ହୋଇଛନ୍ତି । ଅନେକ ଜୀବନ ମଧ୍ୟ ଯାଇଛି । ଲୋକଙ୍କୁ ମହାମାରୀରୁ ମୁକ୍ତ କରିବାକୁ ଡାକ୍ତର ଓ ଚିକିତ୍ସାଧୀକାରୀ ଦିନ ରାତି ଏକ କରିଦେଇଛନ୍ତି । ତେବେ ସେପ୍ଟେମ୍ବରରେ ଆଶଙ୍କା କରାଯାଉଥିବା ତୃତୀୟ ଲହରରେ ଛୋଟ ଛୋଟ ପିଲାମାନେ ଅଧିକ ସଂକ୍ରମିତର ଆଶଙ୍କା କରିଛନ୍ତି ବିଶେଷଜ୍ଞ ମାନେ । ଯାହାକୁ ନେଇ ନେଇ କ'ଣ କହୁଛନ୍ତି ବିଶେଷଜ୍ଞ ଶୁଣନ୍ତୁ... ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.