thumbnail

By

Published : Jun 13, 2021, 1:24 PM IST

ETV Bharat / Videos

ସଂକ୍ରମିତ 10 ଶୀର୍ଷ ଜିଲ୍ଲା ଭିତରେ ରହିଛି କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । 200ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଆଜି ସୁଦ୍ଧା ଜିଲ୍ଲାର ସଂକ୍ରମିତ ସଂଖ୍ୟା ୧୮୫୧୧ ରହିଛି । ଏଥିସହ ସୁସ୍ଥ ସଂଖ୍ୟା 16404 ରହିଥିବାବେଳେ,ମୃତ୍ୟୁ ସଂଖ୍ୟା 61 ଓ ସକ୍ରିୟ ମାମଲା 2045 ରହିଛି । ରାତି ପାହିଲେ ରଜ ପର୍ବ । ହେଲେ ସଂକ୍ରମଣ ପାଇଁ ବଜାର ବନ୍ଦ ରହିଛି । ରାଜ୍ୟରେ ଅଧିକ ସଂକ୍ରମଣ ସଂଖ୍ୟା ଥିବା 10 ଜିଲ୍ଲା ଭିତରେ ରହିଛି କେନ୍ଦ୍ରାପଡା ଜିଲ୍ଲା । କିଛି ଦିନ ପରେ ରାଜ୍ୟରେ ଅନଲକ ପ୍ରକ୍ରିୟା ଜାରି ହୋଇପାରେ । ତେବେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ରହିଛି ବ୍ୟବସ୍ଥା ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ରାଧାକାନ୍ତ ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.