କୋରୋନା ପ୍ରଭାବ: ସଟଡାଉନରେ ରଜ ପାଳିଲେ ବାଲେଶ୍ବରବାସୀ - balesore news

🎬 Watch Now: Feature Video

thumbnail

By

Published : Jun 14, 2020, 5:33 PM IST

ବାଲେଶ୍ବର: ରଜ ହେଉଛି ଓଡ଼ିଶାର ଗଣପର୍ବ । ଏହି ପର୍ବକୁ ଗାଁ ରୁ ସହର ସବୁଠି ଅତି ଧୁମ ଧାମରେ ପାଳନ କରାଯାଇଥାଏ । ହେଲେ ଚଳିତବର୍ଷ କୋରୋନା ପାଇଁ ଫିକା ପଡିଛି ରଜ ପର୍ବ । ବାଲେଶ୍ୱରରେ ସଟଡାଉନ ଥିବାରୁ ଲୋକମାନେ ନିଜନିଜ ଘରେ ରଜ ପାଳନ କରିଛନ୍ତି । ଭେଳିକି ଭେଳିକି ପିଠା ପଣା ସାଙ୍ଗକୁ କୁଆଁରିମାନେ ସଜବାଜ ହୋଇଛନ୍ତି। ଘର ଭିତରେ ଦୋଳf ଲଗାଇ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଛନ୍ତି ବାଲେଶ୍ଵର ସହରବାସୀ । ଏନେଇ ଆମ ରିପୋର୍ଟର ସଟଡାଉନ ରଜ ବିଷୟରେ ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.