ମଧ୍ୟରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁର ପ୍ରସିଦ୍ଧ ମା' କାଳୁଆ ଯାତ୍ରା, ଶୁଣନ୍ତୁ ଭକ୍ତଙ୍କ ମୁହଁରୁ ପଦେ... - maa kalua jatra closing ceremony
🎬 Watch Now: Feature Video
ବ୍ରହ୍ମପୁର: ଆଜି ମଧ୍ୟରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁର ପ୍ରସିଦ୍ଧ ମା’ କାଳୁଆଙ୍କ ଯାତ୍ରା । ମାଆଙ୍କ ଯାତ୍ରା ଆଶ୍ୱିନ ମାସର ଅମାବାସ୍ୟା ତିଥିର ମଧ୍ୟରାତ୍ରିରେ ଆରମ୍ଭ ହୋଇ କୁମାର ପୂର୍ଣ୍ଣମୀ ମଧ୍ୟରାତ୍ରରେ ଶେଷ ହୋଇଥାଏ। ଶେଷ ଦିନରେ କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତମାନେ । ଅଧିକ ପଢନ୍ତୁ...