Funeral procession: CDS Bipin Rawatଙ୍କ ଶେଷ ଯାତ୍ରା, ଦେଖନ୍ତୁ ଭିଡିଓ

By

Published : Dec 10, 2021, 3:51 PM IST

thumbnail
ନୂଆଦିଲ୍ଲୀ: ଅନ୍ତିମ ଯାତ୍ରାରେ ଭାରତର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତ। ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରୁ କେଣ୍ଟନମେଣ୍ଟ ସ୍ଥିତ ବ୍ରାର ସ୍କୋୟାରରେ ଥିବା ଶ୍ମଶାନ (Brar Square crematorium) ଅଭିମୁଖେ ବାହିରିଛି ଜେନରାଲଙ୍କ ଶୋଭାଯାତ୍ରା । ଶୋଭାଯାତ୍ରା ବେଳେ ରାସ୍ତାର ଉଭୟ କଡରେ ସାଧାରଣ ଜନତା ଅନ୍ତିମ ବିଦାୟ ଦେଉଛନ୍ତି । ଲୋକେ ଭାବବିନିମୟ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ କୃତିତ୍ବକୁ ମନେପକାଉଛନ୍ତି । @ANI

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.