thumbnail

By

Published : Jan 24, 2022, 12:57 PM IST

ETV Bharat / Videos

ମଙ୍ଗଳବାରଠୁ BWF ଓଡିଶା ଓପନ, ସମସ୍ତ ପ୍ରସ୍ତୁତି ଶେଷ

କଟକ: ଆସନ୍ତାକାଲିଠୁ (ମଙ୍ଗଳବାର) ଆରମ୍ଭ ହେବ ବିଡ଼ବ୍ଲୁଏଫ ଓଡିଶା ଓପନ ୨୦୨୦ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶାରେ ପହଞ୍ଚି ସାରିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଖେଳାଳି । ଟୁର୍ଣ୍ଣାମେଣ୍ଟରେ ମୋଟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ । ଭାରତୀୟ ବ୍ୟାଡମିଣ୍ଟନ ସଂଘ ଓ ଓଡିଶା ବ୍ୟାଡମିଣ୍ଟନ ସଂଘର ମିଳିତ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ରାଜ୍ୟ ସରକାର ଏହି ମେଗା କ୍ରୀଡାର ସଫଳ ଆୟୋଜନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏ ନେଇ କଣ କହୁଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଣନ୍ତୁ । କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.