ଉପ-ନିର୍ବାଚନକୁ ନେଇ ବିଜେପୁର ବାସୀଙ୍କ ମିଶ୍ର ପ୍ରତିକ୍ରିୟା - Election result bijepur
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4820589-thumbnail-3x2-ccccc.jpg)
ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ବିଜେପୁର ଜନତା ଭୋଟ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି । ଖାଲି ଭୋଟ ଦେଉନାହାନ୍ତି ନିଜ ଅସନ୍ତୋଷ ମଧ୍ୟ ଜାହିର କରୁଛନ୍ତି । ନବୀନ ପଟ୍ଟନାୟକ ବିଜେପୁର ଛାଡିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ପୁଣି କିଛି ଅଞ୍ଚଳରେ ବିକାଶ ହୋଇଥିବାରୁ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି। ଏମିତି କିଛି ମିଶ୍ରତ ପ୍ରତିକ୍ରିୟା ରଖିଛନ୍ତି ବିଜେପୁର ଜନତା। ଆଉ କ’ଣ କହୁଛନ୍ତି ଉପ-ନିର୍ବାଚନ ଓ ପ୍ରାର୍ଥୀଙ୍କୁ ନେଇ ଦେଖନ୍ତୁ ଭିଡିଓ...