ବ୍ରହ୍ମପୁରର ସମସ୍ତ ସୀମା ସିଲ, ଓପିଡି ସେବା ବନ୍ଦ - ବ୍ରହ୍ମପୁରର ସମସ୍ତ ସୀମା ସିଲ

🎬 Watch Now: Feature Video

thumbnail

By

Published : Jul 15, 2020, 6:30 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା । ପ୍ରତ୍ୟେକ ଦିନ ଶହ ଶହ ନୂତନ ପଜେଟିଭ୍ ଚିହ୍ନଟ ହେଉଥିବା ବେଳେ ଏଭଳି ସମୟରେ ବ୍ରହ୍ମପୁର ସହରର ସମସ୍ତ ସୀମାକୁ ସିଲ୍ କରିଛି ପ୍ରଶାସନ । ସେପଟେ ବ୍ରହ୍ମପୁରର ଏମ୍.କେ.ସି.ଜି ର ଓପିଡି ସେବା ବନ୍ଦ ରସିଛି । ଏଭଳି ସମୟରେ ବ୍ରହ୍ମପୁର ସହରରେ କିଭଳି ରହିଛି ଚିତ୍ର ସେ ନେଇ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.