thumbnail

ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

By

Published : May 3, 2019, 3:35 PM IST

ଭୁବନେଶ୍ବର: ଫନି ପାଇଁ ଲୋକମାନଙ୍କୁ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି । ପବନର ବେଗ ବଢିବା ସହ ବର୍ଷା ମଧ୍ୟ ବଢୁଛି । ସେପଟେ ଯେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି ସେଠାରେ ଗଛକାଟି ରାସ୍ତା ପରିଷ୍କାର କରାଯାଉଛି ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.