ହାଇଦ୍ରାବାଦ: LAVA ମୋବାଇଲ୍ ଏହାର ନୂଆ ଲାଭା ୟୁଭା 2 5G ସ୍ମାର୍ଟଫୋନକୁ ଗତକାଲି (ଡିସେମ୍ବର 27) ଭାରତୀୟ ବଜାରରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ 9,499 ଟଙ୍କା ସହିତ ଲଞ୍ଚ କରାଯାଇଛି ଏବଂ ଏଥିରେ AI ଫିଚର ସହିତ 50MP ଡୁଆଲ୍ ରିଅର କ୍ୟାମେରା ସେଟଅପ୍ ଅଛି । 10,000 ଟଙ୍କା ତଳେ ଏହା ଏକ ଭଲ ବିକଳ୍ପ ହୋଇପାରେ । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ବଜାରରେ ବିକଳ୍ପ ଉପଲବ୍ଧ । ଏଠାରେ ଆମେ ଏହି ସ୍ମାର୍ଟଫୋନକୁ ମୋଟୋ G35 5G ସହିତ ତୁଳନା କରିବାକୁ ଯାଉଛୁ ।
LAVA Yuva 2 5G vs Moto G35 5G: ଡିସପ୍ଲେ ସ୍ପେଶିଫିକେସନ
ଡିସପ୍ଲେ ଆକାର | 6.67 ଇଞ୍ଚ | 6.72 ଇଞ୍ଚ |
ଟେକନିକ୍ | IPS | LTPS LCD |
ସ୍କ୍ରିନ୍ ରେଜୋଲୁସନ | 720 x 1612 ପିକ୍ସେଲ HD+ | 2400 x 1080 ପିକ୍ସେଲ, Full HD+ |
ରିଫ୍ରେସ ରେଟ୍ | 90Hz | 120Hz |
ଡିସପ୍ଲେ ପ୍ରୋଟେକ୍ସନ | - | Gorilla Glass 3 |
ଟଚସ୍କ୍ରିନ | କ୍ୟାପିସିଟିଭ୍ ଟଚ୍ | କ୍ୟାପିସିଟିଭ୍ ଟଚ୍ ସ୍କ୍ରିନ୍ |
LAVA Yuva 2 5G vs Moto G35 5G: ପ୍ରୋସେସର
ଚିପସେଟ୍ | UNISOC T760 5G 6nm | UNISOC T760 (6 nm) |
ସିପିୟୁ | Octa-core Processor | Octa core (1x2.2 GHz Cortex-A76 ଓ 3x Cortex-A76 & 4x Cortex-A55) |
ଜିପିୟୁ | - | Mali-G57 MC4 @650Hz |
LAVA Yuva 2 5G vs Moto G35 5G: ଷ୍ଟୋରେଜ
ଇଣ୍ଚରନ୍ୟାଲ ଷ୍ଟୋରେଜ | 128GB | 128GB/256GB |
RAM | 4GB+4GB | 4/8 GB RAM |
ଏକ୍ସଟରନାଲ ଷ୍ଟୋରେଜ | 512GB | 1TB ପର୍ଯ୍ୟନ୍ତ |
କାର୍ଡ ସ୍ଲଟ୍ | MicroSD | MicroSD |
LAVA Yuva 2 5G vs Moto G35 5G: କ୍ୟାମେରା
ପ୍ରାଇମେରି କ୍ୟାମେରା | LED ଫ୍ଲାସ ସହିତ 50MP+2MP AI ଡୁଆଲ କ୍ୟାମେରା | 50MP (f/1.8, ୱାଇଡ) + 8MP (f/2.2, ଅଲଟ୍ରାୱାଇଡ) ରିଅର ସିଙ୍ଗଲ LED ଫ୍ଲାସ |
ଫ୍ରଣ୍ଟ କ୍ୟାମେରା | 8MP | 16MP (f/2.5, ୱାଇଡ) |
ଭିଡିଓ ରେକର୍ଡିଂ | ହଁ | UHD@30fps, FHD@30fps |
କ୍ୟାମେରା ଫିଚର | ପ୍ରି ମୋଡ୍, ପ୍ୟାନୋରମା, ଫିଲ୍ଟର, ଟାଇମ ଲ୍ୟାପ୍ସ, ସ୍ଲୋ ମୋସନ, ନାଇଟ ମୋଡ୍, ଇଣ୍ଟେଲିଜେଣ୍ଟ ସ୍କାନିଂ, ପୋର୍ଟ୍ରେଟ ମୋଡ୍, AI ମୋଡ୍, ବର୍ସ୍ଟ ମୋଡ୍, ବ୍ୟୁଟି ମୋଡ୍, HDR ମୋଡ | ପୋର୍ଟ୍ରେଟ, ନାଇଟ୍ ଭିଜନ, ପ୍ରୋ, 360 ଡିଗ୍ରୀ ପ୍ୟାନୋରମା, ଜେସ୍ଚର କ୍ୟାପଚର, Google Lens ଏକୀକରଣ |
LAVA Yuva 2 5G vs Moto G35 5G: ବ୍ୟାଟେରୀ
ଟାଇପ୍ | 5000mAh | ନନ୍-ରିମୁଭେବଲ Li-Ion 5000 mAh ବ୍ୟାଟେରୀ |
ଚାର୍ଜିଂ | 18W | 18W ଟର୍ବୋପାୱାର କ୍ବିକ୍ ଚାର୍ଜିଂ |
ଷ୍ଟାଣ୍ଡବାଏ | 510 ଘଣ୍ଟା | - |
ଟକ୍ଟାଇମ | 30 ଘଣ୍ଟା | - |
LAVA Yuva 2 5G vs Moto G35 5G: ଅନ୍ୟ ଫିଚର
ଅପରେଟିଂ ସିଷ୍ଟମ | ଆଣ୍ଡ୍ରଏଡ 14 | ଆଣ୍ଡ୍ରଏଡ 14 |
SIM | ଡୁଆଲ ସିମ୍ (5G + 5G), ନାନୋ+ନାନୋ | ଡୁଆଲ ସିମ (pSIM + eSIM) |
କଲର୍ ଅପସନ | ମାର୍ବଲ ବ୍ଲାକ୍, ମାର୍ବଲ ହ୍ବାଇଟ୍ | ଲିଫ୍ ଗ୍ରିନ, ଗ୍ବାଭା ରେଡ୍, ମିଡନାଇଟ୍ ବ୍ଲାକ୍ |
ସେନ୍ସର | ଏକ୍ସେଲେରୋମିଟର, ପ୍ରକ୍ସିମିଟି ସେନ୍ସର, ମ୍ୟାଗ୍ନୋମିଟର, ଆମ୍ବିଏଣ୍ଟ ଲାଇଟ୍ | ସାଇଡ ଫିଙ୍ଗରପ୍ରିଣ୍ଟ ରିଡର, ପ୍ରକ୍ସିମିଟି, ଏକ୍ସଲେରୋମିଟର, ଆମ୍ବିଏଟ ଲାଇଟ୍, ଜାୟରୋସ୍କୋପ, SAR ସେନ୍ସର, ଇ-କମ୍ପାସ, ସେନ୍ସର ହବ୍ |
ଅନ୍ୟ ଫିଚର | ସାଇଡ ଫିଙ୍ଗରପ୍ରିଣ୍ଟ ସେନ୍ସର, ଫେସ୍ ଅନଲକ୍, ବ୍ୟାଟେରୀ ସେଭର ମୋଡ୍ | ଫେସ୍ ଅନଲକ୍, ଜଳ ସୁରକ୍ଷା (IP52) |
କାହାର ଦାମ କେତେ ?
ଉଭୟ ସ୍ମାର୍ଟଫୋନର ଦାମ ବିଷୟରେ କହିବାକୁ ଗଲେ କମ୍ପାନୀ LAVA Yuva 2 5Gକୁ 9,499 ଟଙ୍କା ମୂଲ୍ୟରେ ବିକ୍ରି କରୁଥିବା ବେଳେ ମୋଟୋ G35 5G 9,999 ଟଙ୍କାରେ ବିକ୍ରି ହେଉଛି । ଏହି ଉଭୟ ସ୍ମାର୍ଟଫୋନ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ କିଣାଯାଇପାରିବ ।