କାର୍ଗିଲ ବିଜୟକୁ 20 ବର୍ଷ: ପଢନ୍ତୁ, ଭାରତୀୟ ବୀର ଯବାନଙ୍କ ବୀରତ୍ବ ଓ ବଳିଦାନର କାହାଣୀ - ବୀର ଯବାନଙ୍କ ବୀରତ୍ବ ଓ ବଳିଦାନର କାହାଣୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-3952533-thumbnail-3x2-kargil.jpg)
ହାଇଦ୍ରାବାଦ: 1999 ଜୁଲାଇ 26ରେ ଭାରତୀୟ ସେନାର ବିଜୟ ସଫଳ ଅଭିଯାନକୁ କାର୍ଗିଲ ଦିବସ ଭାବେ ପାଳନ କରାଯାଇଥାଏ । ଷାଠିଏ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା । 1999 ମେ 3ରୁ ଆରମ୍ଭ ହୋଇ ଜୁଲାଇ 26 ତାରିଖରେ ଶେଷ ହୋଇଥିଲା । ଆଜି ହେଉଛି ଏହି ବିଜୟ ଦିବସର ବିଂଶତମ ବାର୍ଷିକୀ । ଯୁଦ୍ଧରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦ ସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।